You are here: Home / Events / Odia Wikipedia 10th anniversary at Indian Institute of Mass Communication, Dhenkanal

Odia Wikipedia 10th anniversary at Indian Institute of Mass Communication, Dhenkanal

by Prasad Krishna last modified Jan 30, 2014 12:06 PM
The Centre for Internet and Society's Access to Knowledge team along with the Odia Wikipedia community invite you to the 10th anniversary of Odia Wikipedia at the Indian Institute of Mass Communication in Dhenkanal on January 29, 2014 from 10.00 a.m. to 4.00 p.m.

Event details

When

Jan 29, 2014
from 10:00 AM to 04:00 PM

Where

Indian Insitute of Mass Communication, Dhenkanal

Contact Name

Add event to calendar

ଓଡ଼ିଆ ଉଇକିପିଡ଼ିଆ, ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ସର୍ବବୃହତ ମୁକ୍ତ ଜ୍ଞାନକୋଷର ୧୦ମ ବାର୍ଷିକ ଜନ୍ମତିଥି ୨୯ ଜାନୁଆରୀରେ ଢେଙ୍କାନାଳର ଭାରତୀୟ ଜନସଂଚାର ସଂସ୍ଥାନରେ ପୂର୍ବାହ୍ଣ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରୁଛି ।

ଏଥିରେ ଆମେ ଓଡ଼ିଆ ଉଇକିପିଡ଼ିଆର ଉପଯୋଗୀତା, ଏହାର ବ୍ୟବହାର ଓ ଆପଣ କିପରି ଏଥିରେ ଭାଗ ନେଇପାରିବେ ଓ ଜ୍ଞାନ ବିତରଣର ଏହି ମହାପ୍ରବାହରେ ସାମିଲ ହୋଇପାରିବେ ସେ ବାବଦରେ ଜାଣିପାରିବେ ।

More information about this event…