Odia Wikipedia's 10th anniversary at Kalinga Institute of Social Sciences (KISS), Bhubaneswar
Event details
When
from 10:00 AM to 04:00 PM
Where
Contact Name
କିଛି ଦିନ ତଳେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସଠାରେ କର୍ମଶାଳା ଓ ସହବନ୍ଧନ ପରେ ସେଠାର କର୍ତ୍ତୃପକ୍ଷ ଓ ଶିକ୍ଷକ ତଥା ଛାତ୍ରମାନେ ଆମ ସମସ୍ତଙ୍କୁ ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ଅନୁଷ୍ଠାନ ପରିସରରେ କରିବା ପାଇଁ ଅନୁରୋଧ କରିଛନ୍ତି । ମୁଁ ଏଥିରେ କେତେଜଣ ବରିଷ୍ଠ ଭାଷା ଗବେଷକ ଓ ଭାଷାବିଦମାନଙ୍କୁ ଅନୁରୋଧ କରିଥିଲି । ଏଯାବତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟୃନାୟକ, ଓଡ଼ିଆ ସାହିତ୍ୟ ଏକାଡେମୀର ଅବାହକ ଓ ଭାଷାବିଦ ଡ. ଗୌରହରି ଦାସ ତଥା ଭାଷା ଗବେଷକ ସୁବ୍ରତ ପୃଷ୍ଟି ସମ୍ମତି ପ୍ରଦାନ କରିଛନ୍ତି । ଦୟାକରି ସମସ୍ତେ ନିଜ ତରଫରୁ ମଧ୍ୟ ଅଧିକ ବରିଷ୍ଠ ଗବେହକମାନଙ୍କୁ ଅନୁରୋଧ କରିବା ସହିତ ଏଥିରେ ଅଂଶଗ୍ରହଣ କରି ଏହି ସାମୁହିକ ଉଦ୍ୟମକୁ ଫଳବତୀ କରାଇବାରେ ସହଯୋଗ କରିବେ ।