Odia Wikipedia Workshop at KISS
Event details
When
from 09:00 AM to 05:00 PM
Where
Contact Name
Subhashish Panigrahi is conducting the workshop.
ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୮
ଉଇକିପିଡ଼ିଆ ରୁ
ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନକୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନଭେମ୍ବର ୧୪ (ଗୁରବାର) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହୋଇ ଥିବା ପ୍ରଥମ କର୍ମଶାଳାରେ ଯୋଗଦେଇଥିବା ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହା ଏକ ଉନ୍ନତ କର୍ମଶାଳା । ଏଥିରେ ସେମାନଙ୍କୁ ଦିଆଯାଇଥିବା ପ୍ରସଙ୍ଗଗୁଡ଼ିକୁ ସେମାନେ ସମ୍ପାଦନା କରି ସେଥିରେ ଅଧିକ ତଥ୍ୟ ଯୋଡ଼ି ତାହାକୁ ଉନ୍ନ୍ତ କରିବେ । ସମ୍ପାଦନା ପରେ ଆଗାମୀ ଯୋଜନା ବଆବଦରେ ଆଲୋଚନା କରାଯିବ ।
ଏଥିରେ କଣ କଣ ଶିଖିବାକୁ ମିଳିବ?
- ଓଡ଼ିଆରେ ଟାଇପିଂ
- ଓଡ଼ିଆ ଉଇକିପିଡ଼ିଆରେ. ସମ୍ପାଦନା
- ଆଗାମୀ ଯୋଜନା
ସ୍ଥାନ ଓ ସମୟ
KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ), ଭୁବନେଶ୍ୱର
ଜାନୁଆରି ୧୦ (ଶୁକ୍ରବାର), ସକାଳ ୦୯:୦୦
ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ
- --ସୁଭାସିସ ପାଣିଗାହି (ମୋ ସାଙ୍ଗେ କଥାବାର୍ତ୍ତା)
ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ
କାମ ବିତରଣ
ନଭେମ୍ବର ମାସର କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଏହି କର୍ମଶାଳାରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।
କ୍ର.ନଂ. | ପ୍ରସଙ୍ଗ ନାମ | ଶିକ୍ଷକଙ୍କ ନାମ | ଶିକ୍ଷକଙ୍କ ନାମ | ଛାତ୍ର/ଛାତ୍ରୀଙ୍କ ନାମ | ଛାତ୍ର/ଛାତ୍ରୀଙ୍କ ନାମ |
---|---|---|---|---|---|
ସାନ୍ତାଳୀ ଲୋକସଂସ୍କୃତି | ମହତ ଶତପଥୀ | ରୁକ୍ମଣ ବରିହା | ସମ୍ବାରୀ ମୁର୍ମୁ | ||
ହୋ ପରବ | ତରଣୀସେନ ସାମଡ | ||||
ହୋ ଜନଜାତିର ପର୍ବପର୍ବାଣୀ | ଦୀପ୍ତିରଞ୍ଜନ ବେହେରା | ସୂର୍ଯ୍ୟମଣି ସଏ | ତରଣୀସେନ ସାମଡ | ||
ହୋ ଜନଜାତିର ବିବାହ ପ୍ରଥା | ସୌମିତ୍ରୀ ସାମନ୍ତରାୟ | ଜଗଦୀଶ କୁମାର ସିଂ | |||
ଲାଞ୍ଜିଆ ସଉରା ଜନଜାତିର ଘର | ପ୍ରୀତିନନ୍ଦା ରାୟ | ସୁବାସ ଚନ୍ଦ୍ର ସାମଲ | ଗିରିଜା ଶଙ୍କର ମଲିକ | ||
ସାନ୍ତାଳୀ ପର୍ବପର୍ବାଣୀ | ସାଇ ବିଶ୍ୱନାଥ ତ୍ରିପାଠୀ | ପ୍ରିୟମ୍ବଦା ସ୍ୱାଇଁ | କାପୁରା ସୋରେନ | ||
ସାନ୍ତାଳୀ ସଙ୍ଗୀତ | ନୀଳିମା ସାମନ୍ତ | ସୁଜ୍ଞାନୀ ରଥ | ବାସୁଦେବ ମାରାଣ୍ଡି | ||
ସାନ୍ତାଳୀ ଜନ ଜାତିର ଜୀବନ ଜୀବିକା | ଶୁଭଲକ୍ଷ୍ମୀ ମହାନ୍ତି | କ୍ରିଷ୍ଣା ସୋରେନ | ମହେନ୍ଦ୍ର ବେଶ୍ରା | ||
ମୁଣ୍ଡା ଜନଜାତି | ସରୋଜିନୀ ସିଂ |