2nd Odia Wikipedia Edit-a-thon
Click to read about the event on Facebook
"ଓଡ଼ିଶା ଦିବସ - ୨୦୧୩" ଉପଲକ୍ଷେ ଓଡ଼ିଆ ଉଇକିପିଡ଼ିଆରେ ମିଳିତ ଗଣ-ସମ୍ପାଦନା ତଥା ଉଇକିପିଡ଼ିଆ ସହ "ଅନଲାଇନ ଓଡ଼ିଶା ଦିବସ ପାଳନ" . ଏହି ଦିନ ଆମେ କଣ କରିବୁ: ସକାଳ ୧୦ ଘଟିକାରୁ ନେଇ ସନ୍ଧ୍ୟା ୭ ଘଟିକା ଭିତରେ ଆମେମାନେ ନିଜ ନିଜର ଗାଁ, ପଞ୍ଚାୟତ, ସହର ଉପରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗମାନ ତିଆରି କରିବୁ । କେମିତି ତିଆରିକରିବେ ପ୍ରସଙ୍ଗ:
୧. http://or.wikipedia.org/s/ 8b -> ଏହି ଲିଙ୍କଙ୍କୁ ଯାଇ ଉପରେ ଥିବେ "Type in Odia" କୁ ଯାଇ "Enable (Ctrl-M)" ରେ କ୍ଲିକ କରନ୍ତୁ । ଖୋଜିବା ପାଇଁ ଥିବା ଘରେ ନିଜ ଗାଁର ନାମ ଟାଇପ କରନ୍ତୂ ।
This ia a mass article writing event or Edit-a-thon on the occasion of "Odisha Dibasa -2013". We are inviting you to join and take part in creating articles about your villages, Grama Pachayata, Block on Odia Wikipedia.