Odia Education Program at IIMC, Dhenkanal

by Prasad Krishna last modified Jan 24, 2013 10:23 AM
The Centre for Internet & Society, Delhi is organizing a workshop on the Odia Education Program on January 26, 2013, from 3.00 p.m. to 6.00 p.m.

Event details

When

Jan 26, 2013
from 07:00 AM to 10:00 AM

Where

Indian Institute of Mass Communication, Dhenkanal, Odisha

Contact Name

Add event to calendar

This is the first Odia Education Program which ran for three months and 16 students took active part in contributing on various articles on Odia Wikipedia. Subhashish Panigrahi will be supporting for the closing ceremony of the program.


Chatasabha banner.png

ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ/୩ୟ କର୍ମଶାଳା

ଉଇକିପିଡ଼ିଆ ରୁ

ଏହି କର୍ମଶାଳା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଚାଲିଥିବା ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ଉଦଯାପନ କର୍ମଶାଳା । ଏହା୨୬ ଜାନୁଆରୀ ୨୦୧୩, ଅପରାହ୍ଣ ଘ୩.୦୦ମି. ରେ ହେବାକୁ ଅଛି । ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ଲେଖିଥିବା ପ୍ରସଙ୍ଗ ସବୁ ବିଷୟରେ ଉଇକିଆଳିମାନେ ମତାମତ ଦେବେ ଓ ଆଗକୁ କଣ କଣ କରିବେ ତାହା ବତାଇବେ । ଏକ ଉଦଯାପନ କାର୍ଯ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ

ଆଲୋଚନାର ପ୍ରସଙ୍ଗ

  • ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ଶିକ୍ଷା ପ୍ରକଳ୍ପର ସ୍ଥିତି ଓ ଫଳାଫଳ
  • ଏଯାବତ ଛାତ୍ରଛାତ୍ରୀମାନେ ଲେଖିଥିବା ପ୍ରସଙ୍ଗର ମୂଲ୍ୟାୟନ ଓ ମତାମତ
  • ଉପସ୍ଥିତ ସାହିତ୍ୟିକ ଓ ଭଦ୍ରମଣ୍ଡଳୀଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା
  • ମାନପତ୍ର ବିତରଣ

ଏଥିରେ ଭାଗନେଉଥିବା ଉଇକିଆଳିଗଣ

  1. [[ବ୍ୟବହାରକାରୀ:|ମୃତ୍ୟୁଞ୍ଜୟ କର]]
  2. ସୁଭାସିସ ପାଣିଗାହି
  3. ସୁବାସ ଚନ୍ଦ୍ର ରାଉତ
  4. ମନୋରଞ୍ଜନ ବେହେରା

More information about this event…

Filed under: , , ,