Odia Wikipedia Workshop @ IIMC
ଏଥିରେ କଣ କଣ ଶିଖିବାକୁ ମିଳିବ?
- ଓଡ଼ିଆ ଉଇକିପିଡ଼ିଆର ଉନ୍ନତ ଅପସନସମୂହ: ବୋଲ୍ଡ, ତେରଛା ଅକ୍ଷର (Italics), ଆଧାର (Reference) ଯୋଗ, ଶିରୋନାମ (Heading) ଯୋଗ ଆଦି
- ଆଗାମୀ କର୍ମଶାଳା ଯାଏଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କାମ ବିତରଣ
- ଛାତ୍ରମାନେ କିପରି ଅଭିଜ୍ଞ ଉଇକିଆଳିଙ୍କଠାରୁ ଅନଲାଇନରେ ତଥା ଅନ୍ୟାନ୍ୟ ମାଧ୍ୟମରେ ସହଯୋଗ ଲୋଡ଼ିବେ
Please find the full details on the Wiki meta-page here